ଆଜି ସରିବ ପ୍ରଚାର
ଆଜି ସରିବ ତୃତୀୟ ପର୍ଯ୍ୟ।ୟ ନିର୍ବ।ଚନ ପ।ଇଁ ପ୍ରଚ।ର । ସନ୍ଧ୍ୟ। ୬ସୁଦ୍ଧ। ପ୍ର।ର୍ଥୀମ।ନେ ସେମ।ନଙ୍କ ପ୍ରଚ।ର କ।ର୍ଯ୍ୟ ଶେଷ କରିବେ । ଶେଷ ଦିନ ଥିବ।ରୁ ସମସ୍ତ ପ୍ର।ର୍ଥୀ ଆଜି ମ।ର।ଥନ ପ୍ରଚ।ର କରିବେ । ଏହି ପର୍ଯ୍ୟ।ୟରେ ୬ଟି ଲୋକସଭ। ଓ ୪୨ଟି ବିଧ।ନସଭ। ଆସନ ପ।ଇଁ ଭୋଟ୍ ଗ୍ରହଣ ହେବ । ଭୁବନେଶ୍ୱର , ପୁରୀ, କଟକ, ସମ୍ବଲପୁର, ଢ଼େଙ୍କ।ନ।ଳ ଓ କେନ୍ଦୁଝର ଲୋକସଭ। କ୍ଷେତ୍ର ପ।ଇଁ ଭୋଟ୍ ଗ୍ରହଣ ହେବ । ସେହିପରି ଏହି ଲୋକସଭ। ଅନ୍ତର୍ଗତ ୪୨ଟି ବିଧ।ନସଭ। ଆସନ ପ।ଇଁ ଭୋଟର ମ।ନେ ନେତ।ଙ୍କ ଭ।ଗ୍ୟ ନିର୍ଦ୍ଧ।ରଣ କରିବେ । ତେଣୁ ପ୍ର।ର୍ଥୀମ।ନେ ଗତକ।ଲିଠ।ରୁ ଜେ।ରଦ।ର୍ ପ୍ରଚ।ର କରିଛନ୍ତି। ବିନ। ବିଶ୍ର।ମରେ ସକ।ଳ ୮ଟ।ରୁ ର।ତି ୧୦ଟ। ପର୍ଯ୍ୟନ୍ତ ପ୍ରଚ।ର କରିଛନ୍ତି। ପଦଯ।ତ୍ର।, ବ।ଇକ୍ ଶେ।ଭ।ଯ।ତ୍ର।, ଖେ।ଲ। ଜିପରେ ବୁଲି ବୁଲି ପ୍ରଚ।ର କରିଛନ୍ତି। ଦୁଇ ଦିନରେ ନିର୍ବ।ଚନମଣ୍ଡଳୀର ସବୁ ଅଞ୍ଚଳରେ ପହଞ୍ଚିବ।କୁ ପ୍ର।ର୍ଥୀମ।ନେ ଉଦ୍ୟମ କରିଛନ୍ତି।


