ଆଜି ସାରାଦେଶ ପାଳନ କରୁଛି କାର୍ଗିଲ ବିଜୟ ଦିବସ
(ଯୁଗାବ୍ଦ ନ୍ୟୁଜ )ଆଜି କାର୍ଗିଲ ଦିବସ , କାରଗିଲ ଯୁଦ୍ଧ ରେ ସହିଦ ହୋଇଥିବା ଯବାନ କୁ ସ୍ମରଣ କଲା ସାରା ଦେଶ । ଭାରତର ୨୦ ତମ କାଗରିଲ ବିଜୟ ଦିବସ ପାଳନ କରିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଆଜି ଜାମ୍ମୁକାଶ୍ମୀର ଗ୍ରସ୍ତ ରେ ରହିବେ । ଡ୍ରାସରେ ଥିବା ଯୁଦ୍ଧ ସ୍ମାରକ ପୀଠରେ ଶ୍ରଦ୍ଧାଞ୍ଚଳୀ ଦେବେ ପ୍ରତିରକ୍ଷା ମନ୍ତ୍ରୀ ଏହା ପରେ ଲଦାଖ ର ନିୟନ୍ତ୍ରଣ ରେଖାପରିଦର୍ଶନ କରିବା ସହ ସେଠାରେ ମୁତୟନ ଥିବା ସେନା ଓ ସୁରକ୍ଷା ସାମଗ୍ରୀ କୁ ସମୀକ୍ଷା କରିବେ । ସେନାମୁଖ୍ୟ ଜେନେରାଲ ବିପିନ ରାୱତ ମଧ୍ୟ ରାଜନାଥ ସିଂହ ଙ୍କ ପାଖରେ ରହିବେ ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ ଜାତୀୟ ଗଣ ମାଧ୍ୟମକୁ ସୂଚନା ମିଳିଛି ।


