ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଉଦଯାପିତ

ବଡ଼ସାହି, (ନିରଞ୍ଜନ ମହାନ୍ତ): ବଡ଼ସାହି ବ୍ଲକ ମାଣତ୍ରି ପଞ୍ଚାୟତ ଆଙ୍କପୁରା ସରକାରୀ ପ୍ରା ବିଦ୍ୟାଳୟରେ ଆଞ୍ଚଳିକ ଜୋନ ମାଣତ୍ରି ର ଦୁଇ ଦିନିଆ ମୌଳିକ ସ୍ୱାକ୍ଷରତା ଓ ସଂଖ୍ୟା ଜ୍ଞାନ ଭିତ୍ତିକ ସାମଗ୍ରୀ ପ୍ରସ୍ତୁତି କର୍ମ ଶାଳା ଆଙ୍କପୂରା ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବୀରେନ୍ଦ୍ର ପ୍ରଧାନଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟା ଦାନାକୁ କିଭଳି ଶିକ୍ଷକ ଏବଂ ପିଲାମାନଙ୍କ।ସହ ଭାଗିତରେ ସୁନ୍ଦର ଏବଂ ସାବଳିତ କରିବା ପାଇଁ ଏହି ଯୋଜନା । ଏଥିରେ ଏହି ଜୋନର ୧୧ଟି ଏଫ୍ ଏଲ ଏନ୍ ସ୍କୁଲ୍ ଏବଂ୩ଟି ସେକେଣ୍ଡାରୀ ସ୍କୁଲ୍ ର ସର୍ବ ମୋଟ ୧୭ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରି ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ