ଆତଙ୍କୀ ଗୁଳିରେ ୫ ଯବାନ ସହିଦ୍

ଜାମ୍ମୁ- କାଶ୍ମୀରରେ ଥମିବାର ନା ଧରୁନାହିଁ ଆତଙ୍କବାଦୀ କାର୍ଯ୍ୟକଳାପ ।ଆଜି ଅନନ୍ତନାଗପୁର ଜିଲ୍ଲାରେ ଆତଙ୍କବାଦୀମାନେ ପି ରୋଡରେ ଯବାନ ମାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୫ ଜଣ ଯବାନ ସହିଦ୍ ହୋଇଥିବାବେଳେ ୨ ଜଣ ଆହାତ ହୋଇଛନ୍ତିି । ଆତଙ୍କବାଦୀ ଓ ଯବାନ ମାନଙ୍କ ମଧ୍ୟରେ ଗୁଳିବିନିମୟ ଜାରୀ ରହିଛି । ସ୍ଥିତିକୁ ନିୟନ୍ତ୍ରଣାଧିନ କରିବା ନିମନ୍ତେ ପୋଲିସ ତରଫରୁ ଆବଶ୍ୟକିୟ ପଦକ୍ଷେପ ଗ୍ରହଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ