ଆଦର୍ଶ ବିଦ୍ୟାଳୟ ପ୍ରବେଶ ପାଇଁ ପରୀକ୍ଷା ଦେଲେ୧୧୩
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଓଡ଼ିଶା ଆଦର୍ଶବିଦ୍ୟାଳୟ ରେ ଅଧ୍ୟୟନପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହଇଥିଲାମୋହନା ବ୍ଲକ ରେ ଏକ ମାତ୍ର ଆଦର୍ଶ ବିଦ୍ୟାଳୟ ରହିଛି ଗୁଣ୍ଡିମା ଠାରେ ଏଠିକାର ପାଠ ପଢା ଛାତ୍ର ଛାତ୍ରୀ ମାନେ ବେଶ ଚର୍ଚ୍ଚାର ରହିଛନ୍ତି ତେଣୁ ଅଧିକାଂଶ ଅଭିବାବକ ମାନେ ନିଜ ପିଲାଙ୍କୁ ଉଚ୍ଚ ଶିକ୍ଷା ଦେବା ପାଇଁ ଆଦର୍ଶ ବିଦ୍ୟାଳୟ ରେ ପଡ଼ିବାକୁ ଛାଡ଼ନ୍ତି ଏହି ବର୍ଷ ବିଦ୍ୟାଳୟ ରେ ପଡିବା ପାଇଁ୧୧୪ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ ସେଥିରୁ୧୧୩ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ଛନ୍ତି ଷଷ୍ଠ ଶ୍ରେଣୀ ପାଇଁ୮୦ଟି ଜାଗା ଖାଲି ଥିବା ବେଳେ ଆବେଦନ କରିଥିଲେ୧୧୦ ଛାତ୍ର ଛାତ୍ରୀ ସେଥି ମଧ୍ୟରୁ ଜଣେ ଉପସ୍ଥିତ ରାହୀନଥିଲେ ସେଇପରି ନବମ ଶ୍ରେଣୀ ରେ ଦୁଇ ଟି ଜାଗା ଖାଲି ଥିବା ବେଳେ ଆବେଦନ କରିଥିଲେ୪ଜଣମୋଟ ପରୀକ୍ଷା ଦେଇଛନ୍ତି୧୧୩ଜଣ ଛାତ୍ରଛାତ୍ରୀ ଶାନ୍ତି ସୁଙ୍ଖଳା ସହ ପରୀକ୍ଷା ଦେଇଛନ୍ତି ଏବଂ କୋଭିଡ଼ ନିୟମ ଅନୁଯାଇ ସାମାଜିକ ଦୁରତା ଓ ମାକ୍ସ ବ୍ୟବହାର କରିବା ସହ ପ୍ରବେଶ ପୂର୍ବରୁ ସାନିଟାଇଜର ବ୍ୟବହାର କରାଇଥିଲେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନେ ସମସ୍ତ ପରିଚାଳନା କରିଥିଲେ ବିଦ୍ୟାଳୟ ର ଅଧକ୍ଷୟା ପରୀକ୍ଷା ସମୟରେ ପରିଦର୍ଶନ କରିଥିଲେ ବ୍ଲକ ଶିକ୍ଷା ଅଧିକାରୀଙ୍କ ନେତୃତ୍ୱ ରେ ଅତିରିକ୍ତ ଶିକ୍ଷା ଅଧିକାରୀ


