ଆଦ୍ରଭୂମି ସଂରକ୍ଷଣ ପାଈଁ ସଚେତନତା ବେଳାଭୂମି ସଫେଇ
ଗଞ୍ଜାମ, (ବିନୋଦ ପଲାଇ):ଆଦ୍ରଭୂମି ସଂରକ୍ଷଣ ପାଈଁ ଏକ ସଚେତନତା ରାଲି କରାଯିବା ସହ ବେଳାଭୂମି ସଫେଇକରି ସଚେତନତାର ବାର୍ତ୍ତା ଦେଇଛନ୍ତି, ଆର୍ଜିପଲ୍ଲୀ ପଂଚାୟତରେ ଥିବା ଉଚ୍ଚ ବିଦ୍ୟାଳୟର ଇକୋ କ୍ଳବ ବିଦ୍ୟାର୍ଥୀ ମାନେ ଈକୋ କ୍ଳବର ସମ୍ପାଦିକା ଶିକ୍ଷୟତ୍ରୀ ସରସ୍ବତୀ ମହାପାତ୍ରଙ୍କ ତତ୍ତ୍ୱବଧାନରେ ଈକୋ କ୍ଳବର ବିଦ୍ୟାର୍ଥୀ ମାନେ ଛତ୍ରପୁର ବ୍ଳକ ଅନ୍ତର୍ଗତ ଆର୍ଜିପଲ୍ଲୀ ସମୁଦ୍ର ବେଳାଭୂମିକୁ ଯାଇ ସଫା କରିଥିଲେ l ସେଠାରେ ଏକ ପ୍ରଥପ୍ରାନ୍ତକ ସଭା ମଧ୍ୟମରେ ଲୋକଙ୍କୁ ସଚେତନତା କରାଇଥିଲେ l ଏଥିରେ କାଳୀପ୍ରସାଦ ପଣ୍ଡା, ସୁରପ୍ରସାଦ ଶତପଥୀ,. W. ନିଶା, ଦେବରାଜଗୌଡ଼ ପ୍ରମୁଖ ସାମିଲ ହୋଈଥିଲେ l