ଆଧାର ସହ ପ୍ୟାନ୍କାର୍ଡ ସଂଯୋଗ ନକଲେ ଅବୈଧ ହୋଇଯିବ ପ୍ୟାନକାର୍ଡ
ଆଧାର ସହ ପ୍ୟାନ୍କାର୍ଡ ସଂଯୋଗ ନକଲେ ଅବୈଧ ହୋଇଯିବ ପ୍ୟାନକାର୍ଡ
ଆଧାର କାର୍ଡ ସହ ପ୍ୟାନ କାର୍ଡ ସଂଯୋଗ କରିବା ବାଧ୍ୟତା ମୂଳକ । ନଚେତ ପ୍ୟାନ୍ କାର୍ଡ ଅବୈଧ ହୋଇଯିବ । ଏହି ନିୟମ ୨୦୧୯ ମାର୍ଚ୍ଚ ୩୧ ତାରିଖ ଶେଷ ତାରିଖ । ଗତବର୍ଷ କେନ୍ଦ୍ରସରକାର ପ୍ୟାନ ସହ ଆଧାର ସଂଯୋଗ କରିନଥିବାରୁ ୧୧ ଲକ୍ଷ ୪୪ ହଜାର ପ୍ୟାନ କାର୍ଡକୁ ବାତିଲ କରିଦେଇଥିଲେ । ଆୟକର ନିୟମ ଅନୁଯାୟୀ ଧାରା ୧୩୯ଏଏ ଯଦି ସଂଯୋଗ କରାନଯାଏ ତେବେ ପ୍ୟାନ୍ କାର୍ଡ ରଦ୍ଦ ହୋଇଯିବ । ରୁଣ ଦେଣ ନେଣ ପାଇଁ ବ୍ୟାଙ୍କରେ ପ୍ୟାନ କାର୍ଡ ଅପରିହାର୍ଯ୍ୟ । ପ୍ୟାନ କାର୍ଡ ରଦ୍ଦ ହୋଇଗଲେ ଆୟକର ବିଭାଗ ରେ ଟଙ୍କା ଭରିପାରିବେ ନାହିଁ କି ଆକାଉଣ୍ଟକୁ ସଚଳ କରିପାରିବେ ନାହିଁ ।