ଆଧ୍ୟାତ୍ମିକ କାର୍ଯ୍ୟକ୍ରମ
ବ୍ରହ୍ମପୁର,(ଯୁଗାବ୍ଦନ୍ୟୁଜ)- ପବିତ୍ର ମାଘସପ୍ତମୀ ଉପଲକ୍ଷେ ମଙ୍ଗଳବାର ବ୍ରହ୍ମପୁର ପିତାଭବନରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମାରୁତି ସତସଙ୍ଗ ସହ ଭକ୍ତ ମାନଙ୍କ ଦ୍ୱାରା ମହାମନ୍ତ୍ର,କୀର୍ତ୍ତନ,ହନୁମାନ ଚାଳିଶା ପରେ ଚିନ୍ମୟ ମିଶନର ବ୍ରହ୍ମଚାରୀ ଅନୁରାଗ ଚୈତନ୍ୟ ଗୀତାର ଦ୍ୱୀତିୟ ଅଧ୍ୟାୟର ପାଞ୍ଚଟି ଶୋକ୍ଲ ପାଠ ସହ ତାର ଅର୍ଥ ସରଳ ଭାବରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ସିମାଞ୍ଚଳ ପାତ୍ର,ସହଦେବ ପାତ୍ର,ରାଜେନ୍ଦ୍ର ଚୌଧୁରୀ ଙ୍କ ସହ ଭକ୍ତ ଉପସ୍ଥିତ ଥିଲେ ।