ଆନନ୍ଦ ବଜାର ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ପୌରାଞ୍ଚଳ ଅଧିନସ୍ଥ ଆନନ୍ଦ ବଜାର ଅଙ୍ଗନବାଡି କେନ୍ଦ୍ରର ନୂତନ ଗୃହ ଉଦଘାଟିତ ହୋଇଯାଇଛି. ପୌରାଧ୍ୟକ୍ଷା ସବିତା ସାହୁ ଏହି କେନ୍ଦ୍ରର ନୂତନ ଗୃହକୁ ଉଦଘାଟନ କରି ଏହି କେନ୍ଦ୍ର ଦ୍ଵରା ସ୍ଥାନୀୟ ଆନନ୍ଦ ବଜାର ବସ୍ତିର ପିଲା ମାନେ ଉପକୃତ ହେବେ ବୋଲି କହିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ସିଡିପିଓ ସାଗରୀକା ଦତ୍ତ,ସ୍ଥାନୀୟ କାଉନସିଲର ଦେବାଶିଷ ସିଂହ,ପରିଦର୍ଶିକା ମଧୁସ୍ମିତା ପ୍ରଧାନ,ଶୁଭଶ୍ରୀ ଦାଶ ,ଅଙ୍ଗନବାଡି କର୍ମୀ ନିର୍ବାସିନୀ ପ୍ରଧାନ,ଜୟନ୍ତୀ ବିଶ୍ୱାଳ ଓ ମଧୁସ୍ମିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ