ଆନ୍ତର୍ଜାତୀୟ ମାନବାଧିକାର ପରିଷଦର ଗଂଜାମ ଜିଲ୍ଲା ସଭାପତି ହେଲେ ସଞ୍ଜୟ

କୁକୁଡାଖଣ୍ଡି, (ଯୁଗାବ୍ଦ ନ୍ୟୁଜ) : ଆନ୍ତର୍ଜାତୀୟ ମାନବାଧିକାର ପରିଷଦର ବିଶ୍ୱ ମାନବାଧିକାର ଦିବସ ନବରଙ୍ଗପୁର ଜିଲ୍ଲା ରେ ଆୟୋଜିତ ହୋଇଯାଇଛି । ଉକ୍ତ ବୈଠକରେ ଗଂଜାମ ଜିଲ୍ଲାର ଶ୍ରୀଯୁକ୍ତ ସଞ୍ଜୟ କୁମାର ମହାରଣାଙ୍କୁ ଶ୍ରେଷ୍ଠ କର୍ମ ଅଭିମୁଖୀ, ସାଧାନା ସମାଜରେ ଅନେକ ମଙ୍ଗଳକାରୀ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ମାନପତ୍ର ପ୍ରଦାନ କରାଯାଇଥିଲା। ରାଜ୍ୟ ସଭାପତି ସସ୍ମିତା ଦାସଙ୍କ ମନାନୋୟନରେ ସଞ୍ଜୟ କୁମାର ମହାରଣାଙ୍କୁ ଗଞ୍ଜାମ ଜିଲ୍ଲାର ସଭାପତି ରୂପେ ଦାୟିତ୍ଵ ଦିଆଯାଇଛି । ସଞ୍ଜୟଙ୍କୁ ସମାଜସେବୀ , ବୁଦ୍ଧିଜବୀମାନେ ପ୍ରଶଂସା କରିଥିବାବେଳେ ତାଙ୍କୁ ଅଞ୍ଚଳବାସୀମାନେ କୃତଜ୍ଞତା ଜ୍ଞାପନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ବୁଦ୍ଧିଜୀବୀ, ସମାଜସେବୀ, ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ