କ୍ରୀଡ଼ା ଆଫଗାନିସ୍ତାନ କ୍ରିକେଟ ଟିମର ନୂଆ ଅଧିନାୟକ ହେବେ ରସିଦ୍ ଖାନ୍ 14/07/201914/07/2019 admin 0 Comments ଆଫଗାନିସ୍ତାନ କ୍ରିକେଟ ଟିମର ନୂଆ ଅଧିନାୟକ ହେବେ ରସିଦ୍ ଖାନ୍ (ଯୁଗାବ୍ଦ ନ୍ୟୁଜ) ନିଜର ଲେଗସ୍ପିନ ଯାଦୁରେ ବଡ ବଡ ବ୍ୟାଟସମ୍ୟାନଙ୍କୁ ନିଜ ଜାଲରେ ଫସାଇ ଦେଉଥିବା ଆଫଗାନିସ୍ତାନ କ୍ରିକେଟର ରସିଦ୍ ଖାନ୍ ଙ୍କୁ ଜାତୀୟ ଦଳର ଅଧିନାୟକ ଭାବେ ଘୋଷଣଆ କରିଛି ଆଫଗାନିସ୍ତାନ କ୍ରିକେଟ ଆସୋସେସନ । ସେ ଉଭୟ ଟେଷ୍ଟ, ଦିନିକିଆ ଓ ଟି-ଟ୍ୱଣ୍ଟିରେ ଦଳର ନେତୃତ୍ୱ ନେବେ । Spread the love