ଆମପାଣି ଘାଟି ରେ ଯାତ୍ରୀବାହୀ ବସ ଓଲଟି ଦୁର୍ଘଟଣା ୨ ଗୁରୁତର

କଳାହାଣ୍ଡି,(ଓ୍ବାଇଏନ୍ଏସ୍): ଆମପାଣି ଘାଟି ରେ ଯାତ୍ରୀବାହୀ ବସ ଓଲଟି ଦୁର୍ଘଟଣା ୨ ଗୁରୁତର ଆଜି ପାହାନ୍ତିଆ ରୁ ଭୁବନେଶ୍ୱର ରୁ ମାଲକାନଗିରି ଯାଉଥିବା ଯାତ୍ରୀବାହୀ ବସ ଦିଲଖୁସ ଆମପାଣି ଘାଟି ପ୍ରଥମ ବୁଲାଣି ରେ ଦୁର୍ଘଟଣା ହୋଇଛି ବସ ର ହେଲ୍ପର ସୂର୍ଯ୍ୟ ବାରିକ ଓ ଜଣେ ଯାତ୍ରୀ ସୁଦୀପ ମହାନ୍ତି ଆହତ ହୋଇଛନ୍ତି ଆମପାଣି ପୋଲିସ ଦୁଇ ଗୁରୁତର ଙ୍କୁ ଉଦ୍ଧାର କରି କୋକସରା ହସ୍ପିଟାଲରେ ଆଣି ଭର୍ତି କରାଇଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ