ଆମେରିକାରରେ ଡିସ୍‌କଭରୀ ଇଣ୍ଡିଆ ମହୋତ୍ସବ-୨୦୨୩ ଅନୁଷ୍ଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆମେରିକାର ଆରିଜନା ରାଜ୍ୟର ଫୋନିକ୍ସ ସହରରେ ଡିସ୍‌କଭରୀ ଇଣ୍ଡିଆ ମହୋତ୍ସବ-୨୦୨୩ ଭାରତର ବିଭିନ୍ନ ରାଜ୍ୟର ପ୍ରବାସୀ ଭାରତୀୟମାନେ ଏହି ମହୋତ୍ସବରେ ଯୋଗଦାନ କରି ନିଜ ନିଜ ରାଜ୍ୟର ଲୋକକଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ଏଥିରେ ଓଡ଼ିଶା ରାଜ୍ୟରୁ ପ୍ରତିନିଧି କରିଥିଲେ ଉତ୍ତମ ବେହେରା । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ସ୍ମରିତା ଦଳାଇ, ମୋନାଲିସା ଗଡ଼ନାୟକ, ତନୁଶ୍ରୀ ସ୍ୱାଇଁ, ତୃପ୍ତି ସାମନ୍ତରାୟ ଓ ମିନାକ୍ଷୀ ବେହେରା ସମ୍ବଲପୁରୀ ନାଚରେ ନିଜ ନିଜର ପାରଦର୍ଶିତା ପ୍ରଦର୍ଶନ କରିି ଉଚ୍ଚ ପ୍ରଶଂସିତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ