ଆମେରିକାରେ ଝଡ ତୋଫାନ ର ତାଣ୍ଡବ, ୨୨ମୃତ

ଆମେରିକାରେ ଭୟଙ୍କର ତୋଫାନ ରଚିଛି ତାଣ୍ଡବ। ଏଥିରେ ୨୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ସ୍ଥାନୀୟ ଅଲାବାମାରେ ଦକ୍ଷିଣ ରାଜ୍ୟରେ ଅନେକ କ୍ଷୟକ୍ଷତି ହୋଇଛି। ଉଦ୍ଧାର କାର୍ଯ୍ୟ ଯୁଦ୍ଧ କାଳୀନଭିର୍ତ୍ତିରେ ଜାରି ରହିଛି। ୫ ହଜାରରୁ ଅଧିକ ଲୋକ ବିନା ବିଦ୍ୟୁତ୍‌ ଆଲୋକରେ ଅନ୍ଧାରରେ ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଲୋକଙ୍କୁ ରିଲିଫ୍‌ ଯୋଗାଣ ଜାରି ରହିଥିବା କୁହାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ