ଆମେରିକା ସେନା ହଟିବା ପରେ ସିରିଆ ଉପରେ ତୁର୍କୀର ଏୟାର ଷ୍ଟ୍ରାଇକ୍ , ଭାରତର ତିବ୍ର ବିରୋଧ
ସିରିଆରୁ ଆମେରିକା ସେନା ହଟିବାର ନିଷ୍ପତ୍ତି ପରେ ତୁର୍କୀ ନିଜର ପଡୋଶୀ ଦେଶ ସିରିଆ ଉପରେ ଏୟାର ଷ୍ଟ୍ାଇକ ଆରମ୍ଭ କରିଦେଇଛି ।ଏହି ଘଟଣାକୁ ଭାରତ ତରଫରୁ ତିବ୍ର ବିରୋଦ୍ଧ କରାଯାଇଛି । ଏୟାର ଆକ୍ରମଣରେ ବହୁୂ ସାଧାରଣ ଲୋକଙ୍କ କ୍ଷୟକ୍ଷତି ହେଉଥିବା କୁହାଯାଇଛି ।ମାତ୍ର ତୁର୍କୀ କହୁୂଛି ଯେ ତୁର୍କୀ କୁର୍ଦ ବଳ ଓ ଇସଲାମିକ ଇସଲାମିକ ଷ୍ଟେଟ୍ ବିରୋଦ୍ଧରେ ଆତଙ୍କୀ ରୁପେ ବିବେଚନା କରୁଛି । ଏହା ସହ ଭାରତ କହିଛି ଯେ ତୁର୍କୀ କୁ ସିରିଆର କ୍ଷେତ୍ରୀୟ ଅଖଣ୍ଡତାର ସମ୍ମାନତା କରାଯିବା ଉଚିତ । ଭାରତ ପୂବୋତ୍ତର ସିରିଆରେ ତୁର୍କୀର ଏକ ତରଫା କାର୍ଯ୍ୟନୁଷ୍ଠାନ ଉପରେ ସୈନ୍ୟ ଆକ୍ରମଣ ଉପରେ ଗଭୀର ଚିନ୍ତା କରୁଛି ।