ଆମ ଗାଁ ଵ୍ୟାଙ୍କ ଉଦଘାଟିତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଵୟାଁଵନାପୁର ପଂଚାୟତ ଚନ୍ଦ୍ରଭାନପୁର ସ୍କୁଲ ଠାରେ ଆମ ଗାଁ ଵ୍ୟାଙ୍କ ସେବା ଉଦଘାଟିତ ହୋଇଯାଇଛି।ଅଣ ବ୍ୟାଙ୍କିଙ୍ଗ ପଂଚାୟତ ଗୁଡ଼ିକରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏହି ସେବା ଉପଲବ୍ଧ ହେଉଥିବା ଜଣାଯାଇଛି।ଏଥିରେ ଜନସାଧାରଣ ମାନଙ୍କୁ କାଳିଆ ଯୋଜନା,ସୁକନ୍ୟା ସମୃଦ୍ଧି ଯୋଜନା, ସାମାଜିକ ସୁରକ୍ଷା ଵୀମା,ଜମା ଖାତା,ମେଧାଵୃତି,ସଚଂୟ ଖାତା ଖୋଲିବା ଇତ୍ୟାଦି ପାଇଁ ଵ୍ୟାଙ୍କ ସେବା ଯୋଗାଇ ଦିଆଯିବ।ପ୍ରଥମ କରି ଇକୋ ବ୍ଯାଙ୍କ ଦ୍ଵାରା ଏହି ଆମ ଗାଁ ବ୍ଯାଙ୍କ ସେବା ଆରମ୍ଭ ହୋଇଥିବା ଜଣାପଡିଛି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ