ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ ସ୍ୱୟଂସିଦ୍ଧା
ଶେରଗଡ, (ଦେବୀ ପ୍ରସାଦ ଦାଶ):ବିଶ୍ଵ ମହାମରୀ କରୋନା ଭାଇରସ ଦିନ କୁ ଦିନ ବଢ଼ିବା ରେ ଲାଗିଛି, ଓଡ଼ିଶା ଗଞ୍ଜାମ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛନ୍ତି ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ ବା ସ୍ୱୟଂସିଦ୍ଧା ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ର କରଡ଼ାକଣା ପଞ୍ଚାୟତ ରେ ସିଡିପିଓ ଜୟନ୍ତୀ ପଟ ପିଙ୍କୁଆ ଙ୍କ ନେତୃତ୍ୱରେ ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ ବା ସ୍ୱୟଂସିଦ୍ଧା କ୍ରାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏଥିରେ ସିଡ଼ିପିଓ ଉପସ୍ଥିତ ରହି କରୋନା ରୁ ଜନସାଧାରଣ କିପରି ସଚେତନ ରହିବେ ଓ ସମସ୍ତ ସ୍ୱେଚ୍ଛାସେବୀ କୁ ସଚେତନ କରିଥିଲେ ନିଜେ ସଚେତନ ରହିବା ସହିତ ପ୍ରତେକ ଲୋକ କେମିତି ସଚେତନ ରହିବେ ତାହା ଉପରେ ଆଲୋଚନା କରି ଥିଲେ ଟ୍ରେନର ଟୁନି ସ୍ବାଇଁ ସମସ୍ତ ମହିଳା ଗୋଷ୍ଠୀ ଓ ଉପସ୍ଥିତ ଥିବା ଗ୍ରାମବାସୀ ଙ୍କୁ ସଚେତନ ରହିବା ପାଇଁ କହିଥିଲେ ଏହି କ୍ରାଯ୍ୟକ୍ରମ ରେ ,ସରପଞ୍ଚ ସୁଦର୍ଶନ ନାୟକ,ସୁଜାତ ପାତ୍ର, ମାଧୁରୀ ପାଢ଼ୀ, ଇନ୍ଦିରା ମୁନୀ, ହସିନାରାଣୀ ଶର୍ମା, ଉର୍ମିଳା ପଣ୍ଡା, ବିଜୟଲଷ୍ମୀ ପାଢ଼ୀ, ମମତା ଦେବୀ, ପୁଷ୍ପାଞ୍ଜଳି ପ୍ରଧାନ, ରଶ୍ମିତା ଗୌଡ଼, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ମିଶନ ଶକ୍ତି କର୍ମୀ, ଗ୍ରାମ ର ଯୁବ ଗୋଷ୍ଠି ଉପସ୍ଥିତ ରହିଥିଲେ ଆଗାମୀ ଦିନ ରେ କେମିତି ସମସ୍ତେ ସଚେତନ ରହିବେ ତାହା ଉପରେ ଆଲୋଚନା କରିଥିଲେ !