ଆରପାରିରେ ଅଭିନେତା ଗିରୀଶ କନ୍ନଡ

ଲେଖକ ଓ ଅଭିନେତା ଗିରୀଶ କନ୍ନଡଙ୍କ ୮୧ ବୟସରେ ପରଲୋକ ହୋଇଛି । ବହୁ ଦୀନ ଧରି ସେ ଅସୁସ୍ଥ ଥିଲେ । ତାଙ୍କ ଜୀବନକାଳ ମଧ୍ୟରେ ସମ୍କାନ ଜନକ ଜ୍ଞାନପୀଠ ସମ୍ମାନରେ ସେ ସମ୍ମାନୀତ ହେବା ସହ ଫିଲ୍ମ ଜଗତରେ ଅଭିନୟ କରି ସୁନାମ ଅର୍ଜନ କରିଥିଲେ । ସେ କନ୍ନଡ ଓ ହିନ୍ଦି ଫିଲ୍ମରେ ଅଭିନୟ କିରଛନ୍ତି । ସୋମବାର ତାଙ୍କର ଦେହାନ୍ତ ହୋଇଛି । ଏହି ଖବର ପ୍ରସାରିତ ହେବା ପରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ