ଆରପାରିରେ ମନହୋର ପାରିକ

ଗୋଆର ମୂଖ୍ୟମନ୍ତ୍ରୀ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକଙ୍କ ୬୩ ବର୍ଷ ବୟସରେ ପରଲୋକ ହୋଇଛି । ଶ୍ରୀ ଯୁକ୍ତ ପାରିକର କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ଥିଲେ ।ଦିର୍ଘ ଦୀନ ଧରି ସେ କର୍କଟ ରୋଗରେ ପୀଡିତ ଥିଲେ । ସୂଚନା ଅନୁସାରେ ରବିବାର ମନୋହରକଙ୍କର ସ୍ୱାସ୍ଥ ବସ୍ଥା ବହୁତ ଜଟିଳ ହୋଇଥିଲା । ଡାକ୍ତରମାନେ ସ୍ୱାସ୍ଥରେ ପରିବର୍ତନ ଆଣିବା ପାଇଁ ଚେଷ୍ଟା କରିଥିଲେ ।କିନ୍ତୁ ରବିବାର ସଂନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି । ପାରିକରଙ୍କ ମୃତ୍ୟୁରେ ରାଷ୍ଟ୍ରପତି ଶୋକ ପ୍ରକାଶ କରିଛନ୍ତି । ମନୋହର ପାରିକର ଗୋଆର ମାପୁସା ଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ମୋଦୀଙ୍କ ମନ୍ତ୍ରୀ ମଣ୍ଡଳରେ ପ୍ରତିରକ୍ଷା ଭାବେ ରହି ନିଜର ଦାଇତ୍ୱ ତୁଲାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ