ଆରପିଏଫ ଆଉଟପୋଷ୍ଟ ପକ୍ଷରୁ ବୃକ୍ଷରୋପଣ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ଆରପିଏଫ ଆଉଟପୋଷ୍ଟ ପକ୍ଷରୁ ରେଳ ଷ୍ଟେସନ ନିକଟରେ ଥିବା ଆରପିଏଫ୍ ଆଉଟପୋଷ୍ଟ ନିକଟରେ ବିଭିନ୍ନ କିସମର ବୃକ୍ଷରୋପଣ କରାଯାଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଏସଆଇ ଏଲ. ବି. ସିଙ୍ଗ, ହେଡ କନଷ୍ଟେବଲ ପି.କେ. ନାୟକ, ଲିଙ୍ଗରାଜ ରାଜୁ, ଶ୍ରୀମନ୍ତ ବେହେରାଙ୍କ ସମେତ ବହୁ ଆରପିଏଫ କର୍ମଚାରୀ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ ।