ଆରବିଆଇ ର ବଡ ନିଷ୍ପତ୍ତି

(ଯୁଗାବ୍ଦ ନ୍ୟୁଜ)  ଦେଶ ରେ ବିମୁଦ୍ରିକରଣ ହେବା ପରେ ୨୦୦୦ଟଙ୍କିଆ ନୋଟ ପ୍ରଚଳନ ଆରମ୍ଭ ହୋଇଥିଲା । ଆରବିଆଇର ନିର୍ଦ୍ଦେଶ ଅନୁସାରେ ଛୋଟ ଛୋଟ ସହରରେ ଥିବା ଏଟିଏମ ଗୁଡ଼ିକରୁ ୨୦୦୦ଟଙ୍କିଆ ନୋଟ ରହୁଥିବା ବକ୍ସକୁ ବାହାର କରାଯାଉଛି । ବଡ଼ ସହର ଗୁଡ଼ିକରେ ଏହି ପ୍ରକ୍ରୟାକ ଆରମ୍ଭ କରାଯାଇ ନାହିଁ । ୨୦୦୦ଟଙ୍କିଆ ବକ୍ସ ଜାଗାରେ ଏଟିଏମରେ ୧୦୦, ୨୦୦ ଓ ୫୦୦ ଟଙ୍କିଆ ବକ୍ସ ବୃଦ୍ଧି କରାଉଛି ବ୍ୟାଙ୍କ । ପୁଣି ସରକାର ୨୦୦୦ ଟଙ୍କିଆ ନୋଟ ବନ୍ଦ କରିଛନ୍ତି ବୋଲି ସାଧାରଣ ଜନତା ନ ଭାବନ୍ତୁ । ତେଣୁ ଏପରି ଏଟିଏମରୁ ନୋଟ କମ କରି ଏହି ପ୍ରକ୍ରିୟା ଦ୍ୱାରା ୨୦୦ହଜାର ଟଙ୍କାର ବ୍ୟବହାର କମ କରାଇବ ବ୍ୟାଙ୍କ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ