ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା ଖାତା ମୁଲ୍ୟାଙ୍କନ

ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ଆଜି ଠାରୁ ଆରମ୍ଭ ହୋଇଛି । ଖାତା ମୂଲ୍ୟାୟନ ପାଇଁ ଚଳିତ ବର୍ଷ ରାଜ୍ୟରେ ମୋଟ ୬୦ଟି ମୂଲ୍ୟାଙ୍କନ କେନ୍ଦ୍ରରେ ୧୬,୨୦୬ ଜଣ ପରୀକ୍ଷକଙ୍କୁ ନିଯୁକ୍ତ କରାଯାଇଛି ମୂଲ୍ୟାୟନ ପ୍ରକ୍ରିୟା ଏପ୍ରିଲ ୫ରେ ଶେଷ ହେବ। ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ମୂଲ୍ୟାୟନ ଉପରେ ମାଧ୍ୟମିକ ଶିକ୍ଷା ବୋର୍ଡ ବିଶେଷ ଗୁରୁତ୍ୱ ଦେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ