ଆଶ୍ରୟ ଗଡ଼ ଗ୍ରାମ କୁ ସିଲ କଲା ପ୍ରଶାସନ

ଗୁମ୍ମା, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ର ତରଭା ପଞ୍ଚାୟତ ର ଆଶ୍ରୟଗଡ଼ ଗ୍ରାମ କୁ ସିଲ କଲା ବ୍ଲକ ପ୍ରଶାସନ। ବିଡ଼ିଓ ନଟବର ଗରଡ଼ା ଓ ତହସିଲଦାର ଚିତ୍ତ ରଞ୍ଜନ ଦାଶ ଵାସୀ ଉପସ୍ଥିତ ରେ ଆଜି ୧୨ ଟା ସମୟରେ ଗ୍ରାମ କୁ ଯାଇ ସମସ୍ତ ରାସ୍ତା ବାଉଁଶ ବାଡ଼ ବେଡି ଫୋଲିସ ଓ ସ୍ୱାସ୍ତ୍ୟ ବିଭାଗ ମୃତୟନ କରାଯାଇଛି। ବିଡ଼ିଓ ଶ୍ରୀ ଗରଡ଼ା କହିବା ଅନୁଯାୟୀ ଗତ ୨୬ ତାରିଖରେ ତାମିଲ ନାଡୁ ରୁ ସମସ୍ତେ ଫେରି ତାଙ୍କୁ ନାକା ଫୋଷ୍ଟ ରୁ ରାଣୀପେଣ୍ଟ ର ସୁର୍ଯ୍ୟ ଟେକ୍ନୋ ରେ ରଖା ଯାଇଥିଲା ଏବଂ ୮ ତାରିଖ ଦିନ ସେମାନଙ୍କୁ ଛଡ଼ାଯାଇଥିଲା ଘରକୁ ଛାଡିଲା ପରେ ତାଙ୍କୁ ଜ୍ଵର ହେବାରୁ ନମୁନା ସଂଗ୍ରହ କରାଯାଇ ଥିଲା ଗତ କାଲି ରିପୋର୍ଟ ମିଳିବା ପରେ ୩ଜଣଙ୍କୁ କୋଭିଡ ମେଡ଼ିକାଲ ପଠାଯାଇଛି ବୋଲି ସୂଚନା ଦେଇଛନ୍ତି
ଆଶ୍ରୟ ଗଡ଼ ଗ୍ରାମ କୁ ସିଲ କଲା ପ୍ରଶାସନ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ