ଆସନ୍ତ। କ।ଲି ଦ୍ବିତୀୟ ପର୍ଯ୍ୟ।ୟ ନିର୍ବ।ଚନ ଅନୁଷ୍ଠିତ ହେବ
ଆସିକ। ସଂସଦୀୟ କ୍ଷେତ୍ର ସହ ସ।ତଟି ବିଧ।ନସଭ। ନିର୍ବ।ଚନ ମଣ୍ଡଳୀ ର ୧୯୪୬ ବୁଥ୍ ରେ ୧୭ଲକ୍ଷ ୬୯ ହଜ।ର ୬୪ଜଣ ଭୋଟର୍ ୫୮ ଜଣ ପ୍ର।ର୍ଥୀ ଙ୍କ ଭ।ଗ୍ଯ ନିର୍ଦ୍ଧ।ରଣ କରିବେ ।
ଏଥିପ।ଇଁ ଜିଲ୍ଲ। ପ୍ରଶ।ସନ ପକ୍ଷରୁ ସମସ୍ଥ ପ୍ରକ।ର ବ୍ଯବସ୍ଥ। ଗ୍ରହଣ କର।ଯ।ଇଛି ।
୨୧ଟି ବୁଥ୍ ରେ ସି ସି ଟି ଭିର ବ୍ଯବସ୍ଥ। କର।ଯ।ଇଥିବ। ବେଳେ ୨୧୩ଟି ବୁଥ୍ ରେ ୱେବ୍ କ।ଷ୍ଟିଙ୍ଗ, ୭୨ଟି ବୁଥ୍ ରେ ଭିଡିଓ ଗ୍ର।ଫିକ୍, ୮୪ଟି ବୁଥ୍ ରେ ଫଟୋ ଊତ୍ତୋଳନର ବ୍ଯବସ୍ଥ। କର।ଯ।ଇଛି ।
୧୨,୮୬୪ ଜଣ ପୁଲିଙ୍ଗ୍ ଅଫିସରଙ୍କୁ ନିଯୁକ୍ତି କର।ଯ।ଇଥିବ। ବେଳେ ୩୮୯୨ଜଣ ଭଲ୍ଯୁଣ୍ଟ।ରୀ ଙ୍କୁ ନିୟୋଜିତ କର।ଯ।ଇଥିବ। ଜିଲ୍ଲ।ପ।ଳ ବିଜୟ ଅମୃତ କୁଲ।ଙ୍ଗେ ଆୟୋଜିତ ସ।ମ୍ବ।ଦିକ ସମ୍ମିଳନୀରେ ସୂଚନ। ଦେଇଛନ୍ତି ।
ସୁରକ୍ଷ। ବ୍ଯବସ୍ଥ। କୁ କଡ।କଡି କର।ଯ।ଇଥିବ। ଗଞ।ମ ଏସ୍ ପି ବ୍ରିଜେଶ୍ ର।ଏ କହିଛନ୍ତି ।