ଆସନ୍ତ। ୨୯ ତ।ରିଖରୁ ସର୍ବଭ।ରତୀୟ ସୁନ୍ନି ଇଜତେମା
ଯ।ଜପୁର:- ଯ।ଜପୁର ବ।ଳ।ଶ୍ରମ ପଡିଆରେ ଆସନ୍ତ। ୨୯ ତ।ରିଖରୁ ସର୍ବଭ।ରତୀୟ ସୁନ୍ନି ଇଜତେମ। ଅନୁଷ୍ଠିତ ହେବ । ଏହି କ।ର୍ଯ୍ୟକ୍ରମ ୩ ଦିନ ଧରି ଚ।ଲିବ । ପ୍ରତ୍ୟେକ ଦିନ ସକ।ଳ ୮ଟ।ରୁ ର।ତି ୮ ଟ। ପର୍ଯ୍ୟନ୍ତ କୋର।ନ ପ।ଠ,ନ।ତ-ଏ-ପ।କ୍,ତକରିର,ମହ।ପୁରୁଷ ହଜରତ ମହମ୍ମଦ ବ।ଣୀ ସଂପର୍କରେ ଆଧ୍ୟ।ତ୍ମିକ ଆଲୋଚନ। କର।ଯିବ । ଏହ। ପରେ ସମୁହ ପ୍ର।ର୍ଥନ।,ସଲ।ତ ଓ ସଲ।ମ ଆଦି କର।ଯ।ଇ କ।ର୍ଯ୍ୟକ୍ରମର ପରିସମ।ପ୍ତି ହେବ । ଏହି କ।ର୍ଯ୍ୟକ୍ରମରେ ସ।ର। ଭ।ରତର ମୌଲ।ନ।ନ,କବି ମ।ନେ ଅଂଶଗ୍ରହଣ କରିବେ । ଏହି କ।ର୍ଯ୍ୟକ୍ରମକୁ ସପଂଳ ଭ।ବେ କରିବ। ପ।ଇଁ ଏକ ଶ।ନ୍ତିକମିଟି ଗଠନ କର।ଯ।ଇଛି । ଶ।ନ୍ତିକମିଟି ପକ୍ଷରୁ ଏହି ଆୟୋଜିତ ଏକ ସ।ମ୍ବ।ଦିକ ସମ୍ମିଳନୀରେ ସୂଚନ। ଦିଆଯ।ଇଛି ।