ଶୁକ୍ରବାର ବନ୍ଦ ରହିବ ବିଦ୍ୟାଳୟ

ବ୍ରହ୍ମପୁର : ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲା ପ୍ରଶସନ ତରଫରୁ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକ ଶୁକ୍ରବାର ବନ୍ଦ ରହିବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି । ଲଘୁଚାପ ଜନିତ ବର୍ଷା ଯୋଗୁ ଗତ କାଲି ବୁଧବାର ଓ ଗୁରୁବାର ମଧ୍ୟ ସମସ୍ତ ସ୍କୁଲ ବନ୍ଦ ରହିଥିଲା i ସ୍କୁଲ ବନ୍ଦ ହୋଇ ଥିଲେ ମଧ୍ୟ ସମସ୍ତ ସ୍କୁଲରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିବେ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦେଶନାମା ଜାରି କରାଯାଇ ଥିବା ସୂଚନା ମିଳିଛି । ମୁଷଳ ଧାରାରେ ବର୍ଷା ହେବା ଫଳରେ ଜନଜୀବନ ଅସ୍ତ ବେସ୍ତ ହୋଇ ପଡିଛି i

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ