ଆସନ୍ତା କାଲି ପର୍ଯ୍ୟନ୍ତ କର୍ଣ୍ଣାଟକ ବିଧାନସଭା ମୁଲତବି

(ଯୁଗାବ୍ଦ ନ୍ୟୁଜ )କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ସଙ୍କଟକୁ ନେଇ ଆଜି ବିଧାନସଭାରେ କୁମାର ସ୍ୱାମୀ ସରକାର ଆସ୍ଥା ଭୋଟ ପାଇଁ ଆଲୋଚନା ଜାରି ରହିଛି । ଅପରାହ୍ନ ୩ ଟା ସମୟ ରେ ଆସ୍ଥାଭୋଟ କରିବା ପାଇଁ ବାଚସ୍ପତି ଙ୍କୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ବିଧାନସଭା ରେ ମତ ଗ୍ରହଣ ବିଷୟରେ କୋଣସି ସ୍ପଷ୍ଟ ଚିତ୍ର ଆସିପାରି ନାହିଁ । ଗୁରୁବାର ଏ ବିଷୟ ରେ ଆଲୋଚନା ହୋ ହାଲ୍ଲା ହେବାରୁ ଗୃହ କାର୍ଯ୍ୟ କୁ ଶୁକ୍ରବାର ପର୍ଯ୍ୟନ୍ତ ମୁଲତବି କରିଛନ୍ତି ବାଚସ୍ପତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ