ଆସନ୍ତା ୩ ମାସ ପାଇଁ ଇପିଏଫ ଦେବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆସନ୍ତା ୩ ମାସ ପାଇଁ କେନ୍ଦ୍ର ସରକାର ଇପିଏଫ ବାବଦ ଅର୍ଥ ପ୍ରଦାନ କରିବେ ।
୧. ଉଭୟ କର୍ମଚାରୀ ଓ ଉଦ୍ୟୋଗ ପାଇଁ ଇପିଏଫ ଅଂଶ କେନ୍ଦ୍ର ସରକାର ଦେବେ ।
୨. ଏହାଦ୍ୱାରା ୬୭୫୦ କୋଟିର ଲିକ୍ୟୁଡ଼ିଟି ସହାୟତା ମିଳିପାରିବ ।
୩. ଆଗାମୀ ଦିନରେ ଉତ୍ପାଦନ ବୃଦ୍ଧିକୁ ଆଖିଆଗରେ ରଖି ଏଭଳି ନିଷ୍ପତି ନିଆଯାଇଛି ।
୪. ଶ୍ରମିକ ଓ ଉଦ୍ୟୋଗ ଉପରେ ଇପିଏଫ ଚାପ ହ୍ରାସ କରିବା ନିମନ୍ତେ ଏହା ଉଦ୍ଧିଷ୍ଟ ।
୫. ଇପିଏଫ ଅଂଶ ଆସନ୍ତା ୩ ମାସ ପାଇଁ ୧୨%ରୁ ୧୦%କୁ ହ୍ରାସ
୬. ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗ କିନ୍ତୁ ନିଯୁକ୍ତିଦାତା ଭାବେ ୧୨% ଅଂଶ ପ୍ରଦାନ କରିବେ ।
୭. ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜରେ ଯେଉଁ କର୍ମଚାରୀମାନେ ୨୪% ଇପିଏଫ ସହାୟତା ପାଉନଥିବେ ସେମାନଙ୍କ ପାଇଁ ଏହା ଲାଗୁ କରାଯିବ ।
୮. ଏହାଦ୍ୱାରା ୬.୫ ଲକ୍ଷ ଉଦ୍ୟୋଗ ଓ ୪.୩ କୋଟି କର୍ମଚାରୀ ଉପକୃତ ହେବେ ।
୯. ୩ ମାସରେ ଏହାଦ୍ୱାରା ନିଯୁକ୍ତି ଦାତା ଓ କର୍ମଚାରୀମାନେ ୬୭୫୦ କୋଟିର ଲିକ୍ୟୁଡ଼ିଟି ସୁବିଧା ପାଇପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ