ଆସିକା ପୋଲିସର ଫ୍ଲାଗ ମାର୍ଚ୍ଚ

ଛତ୍ରପୁର ( ଯୁଗାବ୍ଦ ନ୍ୟୁଜ ) : ସାଧାରଣ ନିର୍ବାଚନ ଆଖି ଆଗରେ ରଖି ଆସ୍କା ପୋଲିସ ତରଫରୁ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରାଯାଉଛି । କୋଦଳା , ନଳବଣ୍ଟା ଜୟପୁର , ଖଣ୍ଡଦେଉଳ ,କାଳଷଣ୍ଡପୁର ଜୟପୁର ଅ ।ଦି ସ୍ଥାନରେ ପୋଲିସର ଫ୍ଲାଗ ମାର୍ଚ୍ଚ କରାଯାଇଛି ବୋଲି ଆସ୍କା ଭାରପ୍ରାପ୍ତ ଅଧିକାରୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ