ଇଞ୍ଜିନ୍‌ରୁ ବଗି ହେଲା ଅଲଗା

କଟକ : ଲୋକମାନ୍ୟ ତିଲକ ଏକ୍ସପ୍ରେସର ଇଞ୍ଜିନରୁ ବଗି ଅଲଗା ହୋଇଥିବା ଖବର ମିଳିଛି। ଚାରିବାଟିଆ ଷ୍ଟେସନ ନିକଟରେ ଇଞ୍ଜିନ୍‌ ସହ 2ଟି ବଗି ଅଲଗା ହୋଇଯାଇଛି । ଭୁବନେଶ୍ବରରୁ ମୁମ୍ବାଇ ଯାଇଥିବା ଲୋକମାନ୍ୟ ତିଲକ୍‌ ଏକ୍ସପ୍ରେସ୍‌ର ଇଞ୍ଜିନ୍‌ ବଗି ଅଲଗା ହୋଇଥିବାର ସୂଚନା ରହିଛି । ଏନେଇ ସୂଚନା ଦେଇଥିଲେ ରେଳବାଇ କର୍ତ୍ତୃପକ୍ଷ । ମରାମତି ପରେ ପୁଣି ଥରେ ଗନ୍ତବ୍ୟ ସ୍ଥଳକୁ ଯାତ୍ରା ଆରମ୍ଭ କରିଛି ଟ୍ରେନ୍‌ଟି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ