ଇଡ୍‌ଲିବ୍‌ରେ ଆକାଶ ମାର୍ଗରୁ ଆକ୍ରମଣ : ୧୨ ମୃତ

ନୂଆଦିଲ୍ଲୀ : ସିରିଆ ଏବଂ ରୁଷିଆ ପକ୍ଷରୁ ଆକାଶ ମାର୍ଗରୁ ଆକ୍ରମଣ ଫଳରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ଶନିବାର ଇଡଲିବର ଉତ୍ତର ପଶ୍ଚିମାଞ୍ଚଳରେ ଏହି ଆକ୍ରମଣ କରାଯାଇଥିଲା । ରାଷ୍ଟ୍ରପତି ବସର୍‍ ଅଲ୍‍-ଅସଦଙ୍କ ସାମରିକ ଦଳକୁ ଲକ୍ଷ୍ୟକରି ଏହି ଆକ୍ରମଣ କରାଯାଇଛି । ତିନିଦିନ ଧରି ସରକାରଙ୍କ ସମର୍ଥକ ଓ ବିଦ୍ରୋହୀଙ୍କ ମଧ୍ୟରେ ଲାଗିଥିବା ହିଂସା ଯୋଗୁଁ ଏହି ଆକ୍ରମଣ ଜାରି ରହିଛି । ଏହି ଆକ୍ରମଣକୁ ମିଳିତ ଜାତିସଂଘ ପକ୍ଷରୁ ନିନ୍ଦା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ