ଇଣ୍ଡିଆନ୍ ଆଇଡଲ୍-୧୧ରେ ଓଡ଼ିଆ ଝିଅ ଚେଲସି

ସୋନି ଟିଭି ପକ୍ଷରୁ ପ୍ରସାରିତ ଇଣ୍ଡିଆନ୍ ଆଇଡଲ୍-୧୧ରେ ନଜର ଆସିଛନ୍ତି ପୁଣି ଓଡିଆ ଝିଅ ଚେଲସି ବେଉରା । ଭିଡିଓରେ ସେ ଇଶକ୍ଜାଦେ ଫିଲ୍ମର  ‘ମେ ପରିଶାନ  ଗୀତ ଗାଉଥିବାର ଦେଖାଯାଉଛି। ତାଙ୍କ ଗୀତକୁ ଜଜ୍ମାନେ ପ୍ରଶଂସା କରିବା ସହିତ ବିଶାଲ ଦଦ୍ଲାନି ଚେଲସି ଙ୍କୁ  ‘ଫ୍ୟୁଚର୍ ଷ୍ଟାର ‘ ବୋଲି କହିଛନ୍ତି। ମ୍ୟୁଜିକ୍ ରିଆଲିଟି ଶୋ ‘ ରାଇଜିଂ ଷ୍ଟାର୍ ଓ ଇଣ୍ଡିଆନ୍ ଆଇଡଲ୍ରେ ସେ ଶିଶୁ କଳାକାର ଭାବେ ଭାଗ ନେଇଥିଲେ। ରାଇଜିଂ ଷ୍ଟାରରେ ସେ ଟପ୍-୧୧ ପର‌୍ୟ୍ୟନ୍ତ ଯାଇଥିଲେ। ଏବେ ପୁଣିଥରେ ସାରା ଓଡ଼ିଶାକୁ ଗର୍ବିତ କରିବା ପାଇଁ ଇଣ୍ଡିଆନ୍ ଆଇଡଲ୍-୧୧ରେ ଆସୁଛନ୍ତି ଚେଲସି। ଏଥର ଆରମ୍ଭରୁ ଏତେ ଭଲ ପ୍ରଦର୍ଶନ କରିଛନ୍ତି ଯେ ଆଗକୁ ଆହୁରି ଭଲ କରିବେ ବୋଲି କୁହଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ