ଇନ୍ଦ୍ରାମେମୋରିଆଲ ମହାବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ
ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥିତ ଚାନ୍ଦିପୁଟର ବିଭିନ୍ନ ବିଦ୍ୟାଳୟ ଗୁଡିକରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ସାମାଜିକ ଦୂରତା ରଖୀ ମାସ୍କ ପରିଧାନ କରି ଗାନ୍ଧୀ ଜୟନ୍ତୀ ପାଳନ କରିଛନ୍ତି | ସେଇ ପରି ଇନ୍ଦ୍ରାମେମୋରିଆଲ ମହାବିଦ୍ୟାଳୟରେ ଯୁକ୍ତ ତିନି ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଗାନ୍ଧୀଜିଙ୍କ ଫୋଟୋରେ ପୁଷ୍ପ ମାଲ୍ୟ ଦେବା ସହ ଦୀପ ପ୍ରଜ୍ବଳନ କରିଥିଲେ | ଏବଂ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ସାମାଜିକ ଦୂରତା ରଖି ପୁଷ୍ପ ପ୍ରଦାନ କରିଥିଲେ | ଛାତ୍ର ଛାତ୍ରୀଙ୍କ ବିନା ଅନୁପସ୍ଥିତିରେ ଖାଁ ଖାଁ ଥିଲା ବିଦ୍ୟାଳୟ ପରିବେଶ |