ଇନ୍ଧନ ସିଲିଣ୍ଡର ଗ୍ୟାସ ଦର ବୃଦ୍ଧି
ନୂଆଦିଲ୍ଲୀ , ଗ୍ୟାସ ବ୍ୟବହାରକାରୀ ମାନ୍ଙ୍କୁ ଲାଗିଛି ଝଟକା । ଜୁନ ମାସ ପହିଲାରୁ ଗ୍ୟାସ ମୂଲ୍ୟ ବୃଦ୍ଧି କରାଯାଇଛି । ବିନା ସବସିଡି ଗ୍ୟାସ ୨୫ ଟଙ୍କା ଓ ସବସିଡି ଥିବା ସିଲିଣ୍ଡର ୧.୨୩ ପଇସାକୁ ବୃଦ୍ଧି ପାଇଛି । ତୈଳ କମ୍ପାନୀ ଗୁଡିକ କହିବାନୁଯାୟୀ ଅନ୍ତରାଷ୍ଟିୟ ବେପାରରେ ଅଶୋଧିତ ତୈଳ ମୁଲ୍ୟ ବୃଦ୍ଧି ପାଉଥିବାରୁ ଘରୋଇ ଗ୍ୟାସ ର ମୁଲ୍ୟ ବୃଦ୍ଧି କରାଯାଇଛି । ଇନ୍ଧନ ଗ୍ୟାସ ସବସିଡ଼ି ଥିବା ଗ୍ୟାସ ସିଲିଣ୍ଡର ୪୯୭.୩୭ରେ ମିଳିବ ଯାହା ପୂର୍ବରୁ ୪୯୬.୧୪ ଟଙ୍କା ଥିଲା ।


