ଇଫ୍କୋ ସାର ଚୋରା ଚାଲାଣ ଅଭିଯୋଗ

ନୟାଗଡ ,(ଯୁଗାବ୍ଦ ନ୍ୟୁଜ୍) : ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ସମବାୟ ସମିତିରୁ ଇଫକୋ ସାର ଚୋରା ଚାଲାଣ ହେଉଥିବା ବେଳେ ଗ୍ରାମବାସୀ ଜବତ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ୩୦୦ ବସ୍ତା ସାର ଜଟଣୀ ରାକ୍ ମୂଖ୍ୟସ୍ଥଳିକୁ ଟ୍ରକ ଯୋଗେ ଓଡଗାଁ କୁ ଆସି୍ଥିଲା । ସାର ଗୁଡିକ ଚାଷୀ ମାନଙ୍କୁ ବଣ୍ଟନ କରାନଯାଇ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଉକ୍ତ ସାର ବୋଝେଇ ଟ୍ରକକୁ   ଗ୍ରାମବାସୀ ଅଟକ ରଖିବା ସହ ତଦନ୍ତ ଦାବି  ପ୍ରକୃତ ରହସ୍ୟ ଜଣାପଡିବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ