ଉଚିତ ଦରମା ନମିଳିଲେ ବାଲିଗୁଡାରେ ଜଳ ଯୋଗାଣ ବନ୍ଦ ପାଇଁଚେତାବନି
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ଜନସ୍ୱାର୍ଥ ବିଭାଗର କାର୍ଯ୍ୟରତ ଶ୍ରମିକ ମାନଙ୍କ ଉଚିତଦରମା ନମିଳିଲେ ବାଲିଗୁଡା ସହରରେ ଜଳ ଯୋଗାଣ ବନ୍ଦ କରାଯିବାକୁଚେତାବନିଦେଇଛନ୍ତି ଏହି ବିଭାଗର କାର୍ଯ୍ୟରତ ଶ୍ରମିକ ମାନେ । ସୁଚନାରୁ ପ୍ରକାଶ ଯେ ବାଲିଗୁଡା ଜନସ୍ୱାର୍ଥ ବିଭାଗରେ ପ୍ରାୟ ୨୧ଜଣ କାର୍ଯ୍ୟରତ ଶ୍ରମିକ ମାନେ କାର୍ଯ୍ୟକରିଆସୁଛନ୍ତିା ଏମାନେ ଦିନକୁ ଆଠଘଣ୍ଟାରୁ ଅଧିକ ସମୟ କାର୍ଯ୍ୟକରୁଛନ୍ତି ଏପରିକି ଜରୁରୀକାଳିନ ସେବାରେ ରାତିରେ ବି କାର୍ଯ୍ୟକରୁଛନ୍ତିା ଏମାନଙ୍କୁ କାହାକୁ ୪ହଜାର ଟଙ୍କା ଦରମା ମିଳୁଛିତ କାହାକୁ ତିନି ହଜାର ଟଙ୍କା ଦରମା ତଆଉ କାହାକୁ ବାଇଶିଶହ ଟଙ୍କା ଦରମା ମିଳୁଛିା ଏତିକି ଟଙ୍କାରେ ପରିବାର ପ୍ରତିପୋଷଣ କରିବା ଅତ୍ୟନ୍ତ କଷ୍ଟକର ହେଉଛି ଏବଂ ଆଜିକାଲିର ବଜାରର ଦରଦାମ କୁ ସାମ୍ନା କରିହେଉନାହିାଁ ଏମାନଙ୍କ କହିବା ପ୍ରକାରେ ଦିନମଜୁରିଆଙ୍କ ଠାରୁ ମଧ୍ୟ କମ ଦରମା ମିଳୁଛିା ଦରମା ବଢାଇବା ପାଇଁ ପୁର୍ବରୁ ବୁବାର ଲିଖିତ ଆକରରେ ଜଳାଇଥିଲେ ବିିକିଛି ଫଳପ୍ରଦ ହେଉନାହିାଁ ୧୧ ତାରିଖରେ ଏମାନଙ୍କୁ ଉଚିତଦରମା ନମିଳିବାହେତୁସେମାନେ ଏହି ଦରମା ଗ୍ରହଣ କରିନାହାନ୍ତିାବହୁତ ଦୁଃଖର ବିଷୟ ଏହି କିଯେ ଗତମାସ ୨୫ ତାରିଖରେ ବିଭାଗର ନିର୍ବାହୀ ଯନ୍ତ୍ରୀ ବାଲିଗୁଡା କାର୍ଯ୍ୟଳୟକୁ ପରିଦର୍ଶନ କରିଆସିଥିଲେ କିନ୍ତୁ ଆମ କର୍ମଚାରୀ ମାନଙ୍କ କଥା କିଛି ବୁଝିନଥିଲେ କି ଆମ ମାନଙ୍କ ସହ ମିଶିନଥିଲେ ।ସେଥିଯୋଗୁଁଠିକାଦାରଙ୍କ ଠାରୁ ଆମେ କଜୁରୀ ଗ୍ରହଣ କରିବାହୁାଁଯଦୀ ଆଗାମି ସାତଦିନ ଭିତରେ ଆମ ବିଷୟରେ ବା ଆମ ଦରମା ଟଙ୍କା ବା ମଜୁରୀ ଟଙ୍କା ବଢାନଯାଏ କିମ୍ବା ବାଲିଗୁଡା ଜନସ୍ୱାର୍ଥ ବିଭାଗକୁ ଆସି ଏହାର ସମାଧାନ ନକରାଯାଏ ତେବେ ଆମେ କାର୍ଯ୍ୟବନ୍ଦ କରି ବାଲିଗୁଡା ଜଳ ଯୋଗାଣକୁ ବନ୍ଦ କରିବୁବୋଲିଚେତାବନିଦେଇଛନ୍ତିା ଏହି ବାବଦରେ ବିଭାଗୟୀ କନିଷ୍ଠ ଯନ୍ତ୍ରୀ କହିଛନ୍ତିଯେ ଏମାନଙ୍କ ଦାବୀକୁନେଇ ଆମ ଉଚ୍ଚ ଅଧିକାରୀଙ୍କ ଲିଖିତ ଆକରରେ ଜଣାଇଛିବୋଲି କହିଛନ୍ତିା


