ଉତ୍କଳ ସାମ୍ବାଦିକ ସଙ୍ଘ ତରଫରୁ ରକ୍ତଦାନ ଶିବିର

ଧାମନଗର, (ସନ୍ତୋଷ କୁମାର ପ୍ରଧାନ):ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମନଗର ବ୍ଲକ ଠାରେ ଗୋବିନ୍ଦପୁର ଗ୍ରାମରେ ଆଜି ସର୍ବ ପୁରାତନ ସଙ୍ଘ ଉତ୍କଳ ସାମ୍ବାଦିକ ସଙ୍ଘ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି. ଜିଲ୍ଲା ସଭାପତି ତଥା ରାଜ୍ୟ ଶୃଙ୍ଖଳା କମିଟି ଅଧକ୍ଷ୍ୟ ରବିନାରାୟଣ ଖିଲାରଙ୍କ ସଭାପତିତ୍ୱରେ ଆଜି ମୁଖ୍ୟ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଆରଖି ଅଧିକ୍ଷକ ଯତୀନ୍ଦ୍ର ପଣ୍ଡା ଏ ରକ୍ତଦାନ ଶିବିରରେ ଅଂଶଗ୍ରହଣ କରିଥିଲେ ଓ ସେତାଙ୍କ ବାର୍ତ୍ତା ରେ କହିଥିଲେ ରକ୍ତଦାନ ଏକ ମହାନ ସେବା ବା ଏହା ଏକ ମହାପୁର୍ଣ୍ୟ କାମ ସଙ୍ଘର ଉପଦେଷ୍ଟା ସମ୍ମାନିତ ଅତିଥି ପ୍ରକାଶ ମହାପାତ୍ର. ରାମଚନ୍ଦ୍ର ନାୟକ. ମୁଖ୍ୟ ବକ୍ତା ଭାବେ ବାଣିକବି ମାଟିର ମହକ ପଣ୍ଡିତ ଦୟାନିଧି ମିଶ୍ର. ରାଜ୍ୟ ସଙ୍ଘଟନ ସମ୍ପାଦକ ପ୍ରଦୀପ ମହାପାତ୍ର. ବରିଷ୍ଠ ସାମ୍ବାଦିକ କୃଷ୍ଣଚନ୍ଦ୍ର ଜେନା. ସନ୍ତୋଷ ଦାସ. ସାମ୍ବାଦିକ ସୁଧାକର ଦାସ. ସଂଜୀବ ମହାନ୍ତି. ପ୍ରଦୀପ ବାରିକ. ରାଜେନ୍ଦ୍ର ଶତପତି. ମାନଗୋବିନ୍ଦ ନାୟକ. ସେକ ଜାଫର ଅଲି. ସୁଶାନ୍ତ ରାଉତ. ଜଗନ୍ନାଥ ବେହେରା. ବୀଜୟ ସାମଲ.ସନ୍ତୋଷ ପ୍ରଧାନ. ସରୋଜବାର୍ତ୍ତ ର ସାମ୍ବାଦିକ ଅଭୟ ସାହୁ ମାନେ ପ୍ରମୁଖ ଏ ଶିବିର ରେ ଅଂଶଗ୍ରହଣ କରିଥିଲେ ଓ ସମାଜ ସେବୀ ମାନସ ପରିଡା. କୃଷ୍ଣଚନ୍ଦ୍ର ବେହେରା ଓ ସ୍ଥାନୀୟ ସରପଞ୍ଚ ଶ୍ରୀକାନ୍ତ ନାୟକ. ପୃର୍ବତନ ସରପଞ୍ଚ ବୁଲୁ ମହାକୁଡ଼. ରାଧାବଲବ ପୁର ସରପଞ୍ଚ ଶ୍ରୀମତୀ ଟୁନିବାଳା ବିଶ୍ୱାଳ. ବିଶିଷ୍ଟ ଚିତ୍ର ଶିଳ୍ପୀ ପ୍ରଭାତ ଜେନା ସଂଜୀବ ନାୟକ ପ୍ରମୁଖ ଯୋଗଦାନ କରିଥିଲେ. ସାମ୍ବାଦିକ ରାଜେଶ ଗୋସ୍ୱାମୀ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବଦ୍ଧିତ କରାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ