ଉତ୍ତମ ରାଷ୍ଟ୍ର ଓ ଚରିତ୍ର ଗଠନରେ ଗୁରୁଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶିଭମ କମ୍ପୁଟର ଏଜୁକେସନ ଚିନ୍ତାମଣିଶ୍ୱର ଠାରେ ଭାରତର ମହାନ ଶିକ୍ଷାବିତ, ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ଦାର୍ଶନିକ ଡ଼ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଙ୍କ ଜନ୍ମ ଦିବସ ଗୁରୁଦିବସ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇ ଯାଇଛି. ଅନୁଷ୍ଠାନ ର ନିର୍ଦ୍ଧେଶକ ମଦନ ମୋହନ ପାଢ଼ୀ ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ପୂଜ୍ୟ ପୂଜା ମୁଖ ପାତ୍ର ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ଯୋଗ ଦେଇ ଗୁରୁଙ୍କ ରାଷ୍ଟ୍ର ଗଠନ ରେ ପ୍ରମୁଖ ଭୂମିକା ସହ ବିଦ୍ୟାର୍ଥୀ ଙ୍କ ଚରିତ୍ର ଗଠନ ରେ ମଧ୍ୟ ବହୁ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି ବୋଲି ମତ ବ୍ୟକ୍ତ କରି ଥିଲେ. ଏହି ଅବସରରେ ଚନ୍ଦ୍ରଯାନ 3 ସମ୍ପର୍କୀୟ ଏକ ବକୃତା ପ୍ରତିଯୋଗିତା ଆୟୋଜିତ ହୋଇ ଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ