ଉତ୍ତରପୂର୍ବ ରାଜ୍ୟ ରେ ଭୂମିକମ୍ପ ଅନୁଭୂତ

(ଯୁଗାବ୍ଦ ନ୍ୟୁଜ )ଭାରତ ର ଉତ୍ତରପୂର୍ବ ରାଜ୍ୟ ଅରୁଣାଞ୍ଚଳ ପ୍ରଦେଶ ରେ ଭୂମିକମ୍ପ ଅନୁଷ୍ଠିତ ହୋଇଛି । ଏହା ସହିତ ଆସାମ ରେ ମଧ୍ୟ ସାମାନ୍ୟ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଏହାର କେନ୍ଦ୍ରସ୍ଥଳ ଥିଲା ପୂର୍ବ କାମେଙ୍ଗ । ରିଚର୍ସ ସ୍କେଲ ରେ ଏହାର ତିବ୍ରତା ଥିଲା ୫.୫ା ଏଥିଲେ କୈାଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ । ଅପରାହ୍ନ ୨ ଟା ୫୧ ରେ ଏହା ଅନୁଭୁତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ