ଉତ୍ତରପ୍ରଦେଶର କୁଶିନଗର ଜିଲ୍ଲାରେ ଖୋଲିବ ଟ୍ରାନ୍ସଜେଣ୍ଡର ବିଶ୍ଵବିଦ୍ୟାଳୟ

ଉତ୍ତରପ୍ରଦେଶ-ଟ୍ରାନ୍ସଜେଣ୍ଡରମାନଙ୍କ ପାଇଁ ଖୁସିଖବର ଏଣିକି  ଏମାନେ ଉଚ୍ଚଶିକ୍ଷା ପାଇପାରିବେ ଏଥିପାଇଁ ଦେଶର ପ୍ରଥମ ବିଶ୍ୱବିଦ୍ୟାଳୟ ଉତ୍ତରପ୍ରଦେଶର କୁଶିନଗର ଜିଲ୍ଲାରେ ଖୋଲାଯିବ। ଏହି ବିଶ୍ଵବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଗ୍ରାଜୁଏସନ୍ ଓ ପରେ ପିଏଚ୍ଡି ସହ ରିସର୍ଚ କରିବାର ମଧ୍ୟ ସୁବିଧା ମିଳିବ। ଏହି ବିଶ୍ଵବିଦ୍ୟାଳୟକୁ ଅଖିଳ ଭାରତୀୟ କିନ୍ନର ଶିକ୍ଷା ସେବା ଟ୍ରଷ୍ଟ ନିର୍ମାଣ କରୁଛି। ଅଧ୍ୟୟନର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇ ସାରିଲାଣି। ଜାନୁଆରି ୧୫ ତାରିଖରୁ ଏନେଇ ନାମଲେଖା ଆରମ୍ଭ ହେବ। ଟ୍ରଷ୍ଟର ଅଧ୍ୟକ୍ଷ ଡକ୍ଟର କୃଷ୍ଣା ମୋହନ ମିଶ୍ରା କହିଛନ୍ତି, “ଦେଶରେ ପ୍ରଥମଥର ଏଭଳି ଏକ ବିଶ୍ଵବିଦ୍ୟାଳୟ ହେବାକୁ ଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ