ଉତ୍ତରପ୍ରଦେଶ ମଦମୃତ୍ୟ୍ରୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଉତ୍ତରପ୍ରଦେଶ ମଦମୃତ୍ୟୁ ଘଟଣାରେ ପୋଲିସକୁ ମିଳିଛି ସଫଳତା । ବିଷାକ୍ତ ମଦ ପିଇ ୩୦ ରୁ ଅଧିକ ଗୁରୁତର ଅସୁସ୍ଥ ହୋଇଥିବା ବେଳେ ୨୦ ଜଣ ବ୍ୟକ୍ତିିଙ୍କ ପ୍ରାଣ ହାନି ଘଟିଛି । ଏଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ବାରବାଙ୍କି ଅଂଚଳରେ । ଦୋକାନର ବିକ୍ରେତା ର୍ହି ମୁଖ୍ର‌୍ୟ ଅଭିଯୁକ୍ତ ବୋଲ ପୋଲିସ ତରଫରୁ ି କୁହାଯାଇଛି । ଏହି ଘଟଣା ପୋଲିସ ଅଭିଯୁକ୍ତ କୁ ଧରିବା ପାଇଁ ପୋଲିସ ତରଫରୁ ୩ ଜଣଙ୍କୁ ଗୁଳି ବିନିମୟ କରି ଅଭିଯୁକ୍ତ ପପୁ କୁ ଗିରଫ କରାଯାଇଛି । ପୋଲିସର ଗୁଳି ମାଡରେ ପପୁର ଡାହାଣ ଗୋଡରେ ଗୁଳି ବାଜିଛି । ପୋଲିସ ତରଫରୁ ସୁଚନା ମିଳିଛି ପପୁ ନିଜେ ପୋଲିସ ଉପରକୁ ଆକ୍ରମଣ କରିଥିଲା । ଏହା ପରେ ପାଲଟା ଯବାବ ଦେବାକୁ ଯାଇ ପପୁ ଉପରକୁ ପୋଲିସ ଗୁଳି ଚାଳନା କରିବାକୁ ବାଧ୍ୟ ହୋଇ୍ଥିଲା ପୋଲିସ । ଏଭଳି ମଦମୃତ୍ୟୁ ଘଟଣା ପରେ ଜିଲ୍ଲା ଅବକାରୀ ଅଧିକାରୀ ,ଅବକାରୀ ନିରିକ୍ଷକଙ୍କ ସମେତ ୧୫ ଜଣଙ୍କୁ ନିଳମ୍ବିତ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି । ଦାନବୀର ସିଂ ଫେରାର ହୋଇଯାଇଥିବାରୁ ତାର ନାମରେ ୨୦ ହଜାର ଟଙ୍କା ଘୋଷଣା କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ