ଦେଶ ବିଦେଶ ଉତ୍ତରାଖଣ୍ଡରେ ଭୂମିକମ୍ପ 13/12/201913/12/2019 YWPSENU5 0 Comments ଉତ୍ତରାଖଣ୍ଡରେ ଭୂମିକମ୍ପ ଡେରାଡୁନ : ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଶୁକ୍ରବାର ସନ୍ଧ୍ୟାରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୪। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ କେହି ମୃତାହତ ହୋଇନାହାନ୍ତି। Spread the love