ଉତ୍ତରାଖଣ୍ଡ ଅର୍ଥମନ୍ତ୍ରୀଙ୍କ ପରଲୋକ
ଉତ୍ତରାଖଣ୍ଡ ତ୍ରିବେଦୀ ସିଂଙ୍କ ସରକାରରେ ଅର୍ଥମନ୍ତ୍ରୀ ଭାବେ ଦାଇତ୍ୱ ନେଇଥିବା ପ୍ରକାଶ ପନ୍ତକର ଫୁସଫୁସ ଜନିତ ରୋଗରେ ଆକ୍ରାନ୍ତ ହୋଇ ଅମେରିକାର ଏକ ଘରୋଇ ହସପିଟାଲରେଚିକିସ୍ରିତ ହେଉଥିଲେ । ୫୮ ବୟସରେ ତାଙ୍କର ପରଲୋକ ଘଟିଛି । ଖବର ଅନୁଯାୟୀ ଫେବୟାରୀ ମାସରେ ୨୦୧୯-୨୦ ବର୍ଷ ପାଇଁ ଆର୍ଥିକ ବଜେଟ ଉପସ୍ଥାପନ କରୁଥିବା ସମୟରେ ସେ ଅସୁସ୍ଥ ହୋଇ ବୋହୋସ ହୋଇପଡିଥିଲେ ।ସୁସ୍ଥ ହେବାପରେ ପୁଣି ସେ ବଜେଟ ଉପସ୍ଥାପନ କରିଥିଲେ । ପରବର୍ତ୍ତୀ ସମୟରେ ସେ ପୁଣୀ ଗୁରୁତର ଆହାତ ହୋଇଥିଲେ । ସେ ଆଜି ଆମେରିକାର ଏକ ଘରୋଇ ହସପିଟାଲରେ ଦେହାନ୍ତ ହୋଇଛି ।