ଉତ୍ପଳ କୁମାର କରଙ୍କୁ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମର ବିଶେଷ ଦାଇତ୍ୱ
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ଅନୁମୋଦନ କ୍ରମେ ଶ୍ରୀଯୁକ୍ତ ଉତ୍ପଳ କୁମାର କରଙ୍କୁ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମର ବିଶେଷ ଦାଇତ୍ୱ ଅର୍ପଣ କରାଯାଇଛି। ଦାଇତ୍ୱ ପାଇବାପରେ ନିଜ ପ୍ରତିକ୍ରିୟାରେ ଶ୍ରୀଯୁକ୍ତ କର ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କୁ ଓ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସେ ତାଙ୍କର ଦାଇତ୍ୱକୁ ସୂଚାରୁରୂପେ ନିର୍ବାହ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।


