ଉତ୍ପାତିଆ ଜୁଆଡ଼ି ଙ୍କୁ ଗିରଫ କଲା ପୋଲିସ

ଫୁଲବାଣୀ,(ସୁର୍ଯ୍ୟ ନାରାୟଣ ବେହେରା):କନ୍ଧମାଳ ଜିଲ୍ଲା ତୁମଡିବନ୍ଧ ଥାନା ଆଜି ଜୁଆ ଖେଳୁଥିବା ସୁରାକ ପାଇ ତଦନ୍ତ କରୁଥିଲେ । ସରକାର ବାରମ୍ବାର ସଚେତନତା କରିବା ସତ୍ୱେ ମଧ୍ୟ କରନା ମହାମାରୀ ତଥା ଲକ ଡାଉନକୁ ଅମାନ୍ୟ କରି ନିଜର ଉତ୍ପାତ ବଢେଇ ସରକାର ର ନୀୟମକୁ ଅବମାନନା କରି, ସମାଜିକ ଦୁରତାକୁ ପଛେରେ ପକାଇ ଦଳବଧ ହୋଇ ଜୁଆ ଖେଳିବାରେ ବେତିବେଷ୍ଟ ହେଉଛନ୍ତି।ଏହା ତୁମଡିବନ୍ଧ ଥାନା ଅଧିକାରୀ ଶ୍ରୀ ବାବା ଶଙ୍କର ସୋରବ ଘୋଷଣା ସ୍ଥଳେ ପହଞ୍ଚି ଛଅ ଜଣଙ୍କୁ ଗିରଫ କରିଛି।ଗିରଫ ଜୁଆଳି ମାନେ ହେଲେ ହେମନ୍ତ ପ୍ରଧାନ, ଚନ୍ଦନ ପୃଷ୍ଟି , ପୁର୍ଣ୍ଣ ଚନ୍ଦ୍ର ସାହୁ, ଚିତ୍ରସେନ ପ୍ରଧାନ, ଭଞ୍ଜ ସାହୁ, ଅକ୍ଷୟ କୁମାର ସାହୁ ଓ ନଗଦ ୧୪୩୫୦ ଟଙ୍କା ଜବତ କରି, ସେମାନଙ୍କୁ ଗିରିପ କରି , ଦୋଫା ୩୩/୨୦ u/s , ୨୬୯/୨୭୦ IPC ୦୩ OPG, ୦୩ ମହାମାରୀ ଅଧିନିୟମ ୫୧,ବିପତ୍ତି ପରିଚାଳନା ଅଧିନିୟମ ମାମୁଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ତୁମଡିବନ୍ଧ ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ