ଋାଜ୍ୟ ସରକାର ଆଣିଲେ ପାଉତି ଆପ୍

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଆରମ୍ଭ କରିଛି ‘ପାଉତି’ ଆପ୍ । ଏହ ଆପ୍ ମାଧ୍ୟମରେ ସୁବିଧାରେ ଲୋକମାନେ ସେବା ପାଇପାରିବେ । ଏହି ଆପ୍କୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇ-ସାର୍ଟିଫିକେଟ୍ ସେବା ଆରମ୍ଭ କରାଯାଇଛି । ଇଡିଷ୍ଟ୍ରିକ୍ଟ ଡଟ୍ ଓଡ଼ିଶା ଡଟ୍ ଜିଓଭି ଡଟ୍ ଇନ୍ ୱେବସାଇଟ୍ ଲଂଚ କରାଯାଇଛି । ଯେକୌଣସି ସ୍ଥାନରୁ ଜାତିଗତ, ବାସିନ୍ଦା ଓ ଆୟ ଆଦି ପ୍ରମାଣ ପତ୍ର ଏହି ୱେବସାଇଟ୍ରୁ ମିଳିପାରିବ । ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ଖଜଣା ଦେବାକୁ କୈାଣସି ଜନସାଧାରଣଙ୍କର କୈାଣସି ଅସୁବିଧାର ସମ୍ମୁଖିନ ହେବେ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ