ଋାଷ୍ଟୀୟ ଫିଲ୍ମ ଆୱାର୍ଡ଼ ଜିତିଲା ‘ଅନ୍ଧାଧୁନ’
୬୬ତମ ମର୍ଯ୍ୟଦା ଜନକ ରାଷ୍ଟ୍ରୀୟ ସିନେମା ପୁରସ୍କାର ବିତରଣ ଉତ୍ସବ ନୂଆ ଦିଲ୍ଲୀ ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବେଷ୍ଟ ହିନ୍ଦୀ ଫିଲ୍ମ ଆୱାର୍ଡ଼ ‘ଅନ୍ଧାଧୁନ’କୁ ପ୍ରଦାନ କରାଯାଇଛି । ଶ୍ରେଷ୍ଠୀ ଅଭିନେତ୍ରୀ ଭାବେ କିର୍ତ୍ତି ସୁରେଶଙ୍କୁ ପୁରସ୍କାର ମିଳିଛି ଏହା ସହ ଫିଲ୍ମ ‘ପଦ୍ମାବତ’କୁ ବେଷ୍ଟ କୋରିଓଗ୍ରାଫି ଏବଂ ସଂଜୟ ଲୀଲା ଭଂସାଳୀଙ୍କୁ ବେଷ୍ଟ ମ୍ୟୁଜିକ ଡିରେକ୍ଟର ଆୱାର୍ଡ଼ ମିଳିଛି । ଭିକି କୌଶଳ ଓ ଆୟୁଷ୍ମାନ ଖୁରାନା ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି ।
୬୬ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର-
ମୋଷ୍ଟ ଫିଲ୍ମ ଫ୍ରେଣ୍ଡଲି ଷ୍ଟେଟ -ଉତ୍ତରାଖଣ୍ଡ
ବେଷ୍ଟ ଫିଲ୍ମ କ୍ରିଟିକ ଆୱାର୍ଡ଼ – ବ୍ଲେସ ଜାନି ଅର ଅନନ୍ତ ବିଜୟ
ସ୍ପେଶାଲ ମେନଶନ – ମହାନ ହୁତାତ୍ମା
ବେଷ୍ଟ ରାଜଧାନୀ ଫିଲ୍ମ – ଟର୍ଟଲ
ବେଷ୍ଟ ଗୁଜୁରାତି ଫିଲ୍ମ – ରୀୱା
ବେଷ୍ଟ ମରାଠୀ ଫିଲ୍ମ – ଭୋଙ୍ଗା
ବେଷ୍ଟ ଉର୍ଦ୍ଦୁ ଫିଲ୍ମ – ହାମିଦ
ଗାରୋରେ ବେଷ୍ଟ ଫିଲ୍ମ ଆୱାର୍ଡ଼ -ମାମା
ବେଷ୍ଟ କୋରିଓଗ୍ରାଫର – କୃତି ମହେଶ ଓ ଜ୍ୟୋତି ତୋମର (ପଦ୍ମାବତ ଘୁମର ଗୀତ)
ବେଷ୍ଟ ହିନ୍ଦୀ ଫିଲ୍ମ -ଅନ୍ଧାଧୁନ
ବେଷ୍ଟ ଆକ୍ସନ ଡିରେକ୍ଟର – ପ୍ରଶାନ୍ତ ନୀଲ (କେଜିଏଫ)
ବେଷ୍ଟ ମ୍ୟୁଜିକ ଡିରେକ୍ଟର – ସଂଜୟ ଲୀଲା ଭଂସାଳୀ (ପଦ୍ମାବତ)
ବେଷ୍ଟ ମ୍ୟୁଜିକ ଡିରେକ୍ଟର – ଉରି ଦ ସର୍ଜିକାଲ ଷ୍ଟ୍ରାଇକ ପରଦା ପଛର ଶବ୍ଦ
ବେଷ୍ଟ ଅଡ଼ିଓଗ୍ରାଫି – ଉରି ଦ ସର୍ଜିକାଲ ଷ୍ଟ୍ରାଇକ
ବେଷ୍ଟ ପ୍ଲେବେକ ସିଙ୍ଗର – ଅରିଜିତ ସିଂ (ବିତେ ଦିଲ , ପଦ୍ମାବତ)
ବେଷ୍ଟ ସପର୍ଟିଙ୍ଗ ଅଭିନେତ୍ରୀ : ସୁରରେଖା ସିକରୀ
ଶ୍ରେଷ୍ଠ ଅଭିନେତା : ଆୟୁଷ୍ମାନ ଓ ଭିକି କୈାଶଳ
ଶ୍ରେଷ୍ଠ ଅଭିନେତ୍ରୀ : କୀର୍ତ୍ତି ସୁରେଶ
ଶ୍ରେଷ୍ଠ ସାମାଜିକ ପ୍ରସଙ୍ଗ ଭତ୍ତିକ ଫିଲ୍ମ-ପ୍ୟାଡ୍ ମ୍ୟାନ