ଋାସ୍ତା କାମକୁ ବିରୋଦ୍ଧ କରି ୮ ଗାଡି ପୋଡିଲେ ମାଓବାଦୀ

କଳାହାଣ୍ଡି ଜିଲ୍ଲାରେ ଚାଲିଥିବା ରାସ୍ତା କାମକୁ ବିରୋଧ କରି ମଙ୍ଗଳବାର ରାତିରେ ୧୦ ରୁ ୧୫ ମାଓବାଦୀ ୮ ଟି ଗାଡି ପୋଡି ଦେଇଛନ୍ତି । ମାଓବାଦୀ ମାନେ ମଦନପୁର ରାମପୁର ଥାନା ଅନ୍ତର୍ଗତ ନୁୂଆମୁଣ୍ଡା ଗ୍ରାମକୁ ଆସି ଏଭଳି କାଣ୍ଡ ଘଟାଇଛନ୍ତି । ସେଠାରେ ଥିବା ୫ ଟ୍ରାକ୍ଟର ସମେତ ୨ ଜେସିବିକୁ ପୋଡି ଦେଇଛନ୍ତି । ଠିକା କଂମ୍ପାନୀ ର କାମକୁ ବିରୋଧ କରି ଏଭଳିକାଣ୍ଡ ଘଟାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ