ଏକାଦଶୀରେ ସାଧନା ଦିବସ
ବ୍ରହ୍ମପୁର- (ଯୁଗାଦ୍ଦନ୍ୟୁଜ) ଶନିବାର ସକାଳ ପାଞ୍ଚ ଘଟିକା ସମୟରେ ଗୋସାଣୀ ନୂଆ ଗାଁ ସ୍ଥିତ ଦିବ୍ୟସଂଘ ଶାଖା ରେ ସାଧନା ଦିବସରେ ପାଦ ପୂଜା,ଅର୍ଚ୍ଚନ.ପତ୍ରରେ ସହସ୍ର ନାମ ଗୀତା ଦ୍ୱାଦଶ ଅଧ୍ୟାୟ ପାରେ ସୁନ୍ଦରାକାଣ୍ଡ ପାରାୟଣ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରଘୁନାଥ ପାତ୍ର,ବାପି ସାହୁ,ପର୍ଶୁରାମ ମହାରଣା,ଶଙ୍କର ପାଢୀ,ରଘୁନାଥ ପାତ୍ର, ସମେତ ଶାଖାର ବହୁ ସଦସ୍ୟ ଉପସ୍ଥିତ ଥିଲେ ।