ଏକା ଥରକେ ୨୨ ଗୋଟି ବ୍ରହ୍ମକମଳ ଫୁଲ ଫୁଟିଲା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଡ଼ ଗ୍ରାମର ତ୍ରିନାଥ ସାହୁଙ୍କ ଫୁଲ ବଗିଚାରେ  ଆଜି ୨୨ ଗୋଟି ବ୍ରହ୍ମକମଳ ଫୁଲ ଫୁଟିଛି l ଏହି ଖବର ପ୍ରଚାରିତ ହେବା ପରେ  ସାରଙ୍ଗଡ଼ର ସମସ୍ତ ଲୋକ ତ୍ରିନାଥଙ୍କ ଫୁଲ ବଗିଚାକୁ ଆସି ଦର୍ଶନ କରି ଯାଇଥିଲେ  l ପରେ ପରେ ଏହି ଫୁଲକୁ ତ୍ରିନାଥଙ୍କ ପରିବାର ଲୋକେ  ମନ୍ଦିରରେ ଅର୍ପଣ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ